You are currently viewing ସାରା ରାଜ୍ୟରେ ଆଜି ବି ହେବ ପ୍ରବଳ ବର୍ଷା, ଅଧିକାଂଶ ଜିଲ୍ଲାକୁ ୟେଲୋ ୱାଣ୍ଣିଂ

ସାରା ରାଜ୍ୟରେ ଆଜି ବି ହେବ ପ୍ରବଳ ବର୍ଷା, ଅଧିକାଂଶ ଜିଲ୍ଲାକୁ ୟେଲୋ ୱାଣ୍ଣିଂ

ଭୁବନେଶ୍ୱର (ଏଏନ୍ଏସ୍): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତେବେ ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି, ବିଜୁଳି ନେଇ ସତର୍କ କରାଯାଇଛି । ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।