You are currently viewing ସୁରଜ ପ୍ୟାଲେସରେ ସ୍ୱାଧୀନତା ଦିବସ ପାଳିତ

ସୁରଜ ପ୍ୟାଲେସରେ ସ୍ୱାଧୀନତା ଦିବସ ପାଳିତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର-୧୫.୦୮.୨୦୨୧, ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ ସୁରଜପ୍ୟାଲେସ ଠାରେ 75 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଶାନ୍ତନୁ ମିଶ୍ର ଏଠାରେ ପତାକା ଉତ୍ତୋଳନ କରି ହୋଟେଲ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଦେଶର ଅଖଣ୍ଡତା ଓ ବାହ୍ୟଶତ୍ରୁ ଆକ୍ରମଣ ରୁ ଦେଶକୁ ରକ୍ଷା କରିବା, ସବୁ ନାଗରିକ ମାନଙ୍କ କର୍ତ୍ତବ୍ୟ ବୋଲି ସେ ମତ ରଖିଥଲେ ।ଏହି ଉତ୍ସବରେ ମୋହନ ଦାସ , ଦିଲୀପ ସାହୁ,ଓ ସମୀର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।