You are currently viewing ସାମ୍ବାଦିକାଙ୍କ ଆତ୍ମହତ୍ୟା ମାମଲାରେ ସ୍ୱାମୀ ଗିରଫ : ଭିଡିଓ ଆଧାରରେ ପୋଲିସର କାର୍ଯ୍ୟାନୁଷ୍ଠାନ

ସାମ୍ବାଦିକାଙ୍କ ଆତ୍ମହତ୍ୟା ମାମଲାରେ ସ୍ୱାମୀ ଗିରଫ : ଭିଡିଓ ଆଧାରରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଏଏନଏସ : ଗିରଫ ହେଲେ ସାମ୍ବାଦିକାଙ୍କ ସ୍ୱାମୀ। ସାମ୍ବାଦିକାଙ୍କ ଆତ୍ମହତ୍ୟା ମାମଲାରେ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରିଛି ପୋଲିସ । ମୃତ୍ୟୁ ପୂର୍ବରୁ ମଧୁମିତା ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ତାଙ୍କର ମରିବା ପଛର କାରଣ ଥିଲେ ତାଙ୍କ ସ୍ୱାମୀ। ମଧୁମିତାଙ୍କ ଭାଇରଲ ଭିଡିଓ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରିଛି ।

ଗତକାଲି ସୋସିଆଲ ମିଡିଆରେ ଭିଡିଓ ସେୟାର କରି ରେଲୱେ  ଓଭରବ୍ରିଜରୁ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା। ଯେଉଁଥିରେ ସେ  ସ୍ୱାମୀଙ୍କ ଅନୈତିକ ସମ୍ପର୍କ ବିଷୟରେ କହିଥିଲେ। ଏହି ଭିଡିଓ ଆଧାରରେ ପୋଲିସ ସାମ୍ବାଦିକାଙ୍କ ସ୍ୱାମୀକୁ ଗିରଫ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।