You are currently viewing ଲିପ୍ସା ମିଶ୍ର ଶ୍ରେଷ୍ଠ ଅଭିନେତ୍ରୀ ଓ ଦେବାଶିଷ ପାତ୍ର ଶ୍ରେଷ୍ଠ ଅଭିନେତା

ଲିପ୍ସା ମିଶ୍ର ଶ୍ରେଷ୍ଠ ଅଭିନେତ୍ରୀ ଓ ଦେବାଶିଷ ପାତ୍ର ଶ୍ରେଷ୍ଠ ଅଭିନେତା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର(ଏଏନଏସ)୧୫/୦୨, ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଛି ଅଷ୍ଟମ ଟେଲି ପୁରସ୍କାର ୨୦୧୯ । ଲିପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଦେବାଶିଷ ପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱନୀ ପାତ୍ର , ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ , ଓଏଫଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ , ବିଧାୟକ ଅନନ୍ତ ନାରାୟଣ ଜେନା , ଭୁବନେଶ୍ଵର ଉତ୍ତର ବିଧ୍ୟାୟକ ସୁଶାନ୍ତ ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭିନ୍ନ କାଟାଗୋରୀରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ସେହିପରି ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରସିଦ୍ଧି ନାୟକଙ୍କୁ ପୁରସ୍କୃତ କରଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।