You are currently viewing ମା’ ଶାରଳାଙ୍କ ପୀଠରେ ଅଘଟଣ

ମା’ ଶାରଳାଙ୍କ ପୀଠରେ ଅଘଟଣ

  • Post category:ଓଡିଶା
  • Reading time:1 mins read

ଜଗତସିଂହପୁର (ଏଏନଏସ)୧୩/୦୫, ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ଥାନା ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଅଘଟଣ। ବାଣ ବସ୍ତାରେ ନିଆଁ ପଡ଼ି ବିସ୍ପୋରଣ। ଫଳରେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କର ମଣିଜଙ୍ଗା ମେଡ଼ିକାଲରେ ଚିକିତ୍ସା ଚାଲିଛି। ସେଠୀ ମଧ୍ୟରୁ ୫ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ପୋଲିସ ମଧ୍ୟ ରହିଛନ୍ତି ବୋଲି କୁହାଯାଉଛି। ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଉଦ୍ଧାର ଓ ଚିକିତ୍ସା ବ୍ଯବସ୍ଥା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।