You are currently viewing ଆଜି ବସୁଛି ମନ୍ଦିର ପରିଚାଳନା କମିଟି ବୈଠକ ।

ଆଜି ବସୁଛି ମନ୍ଦିର ପରିଚାଳନା କମିଟି ବୈଠକ ।

  • Post category:ଓଡିଶା
  • Reading time:1 mins read


ପୁରୀ(ଏଏନଏସ) ୦୭/୦୬, ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା । ଏଥିପାଇଁ ବାରମ୍ବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବୈଠକ ବସୁଛି । ଆଜି ପୁଣିଥରେ ନୀଳାଦ୍ରି ଭକ୍ତ ନିବାସଠାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସୁଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ଜିଲ୍ଲପାଳ, ଏସପି୍‌, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଜୁନ ୧୪ ତାରିଖରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବ ସ୍ନନ ପୂର୍ଣିର୍ମା । ଏ ବିଷୟରେ ଆଲୋଚନା ହେବା ସହ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ବିର୍ଲା ଏଜୁକେସନ ଟ୍ରଷ୍ଟ ସହ ବୁଝାମଣା ପତ୍ର ସ୍ୱାକ୍ଷର ହେବ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।