You are currently viewing ରାୟଗଡ଼ାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ାରେ ଲାଗିଲା ମାଓ ପୋଷ୍ଟର

  • Post category:ଓଡିଶା
  • Reading time:1 mins read

ରାୟଗଡ଼ା-୧୩.୦୯.୨୦୨୧, ରାୟଗଡ଼ା ଅମ୍ବାଦଳା ଥାନା ଶରଧାପୁର ଓ ଥୁଆପାଡିରେ ଲାଗିଲା ମାଓ ପୋଷ୍ଟର । ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ପକ୍ଷରୁ ଲଗାଯାଇଛି ଏହି ପୋଷ୍ଟର । କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ କମ୍ପାନୀ ହାତକୁ ଟେକିଦେବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଏହି ବ୍ୟାନରରେ ଉଲ୍ଲେଖ ରହିଛି। ସେହିପରି ଜଗଦଲପୁର ନିକଟରେ ନୁତନ ଭାବେ ସିଆରପିଏଫ୍‌ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇ ଏହି ପୋଷ୍ଟର ଲଗାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।