You are currently viewing ପୋଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ କାଟିଲେ ଗଳା

ପୋଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ କାଟିଲେ ଗଳା

ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀମାନେ ଘଟାଇଛନ୍ତି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ପାଖାପାଖି ୩୦ରୁ ଉର୍ଦ୍ଧ୍ୱ ମାଓବାଦୀ ଗାଁରେ ପଶି ୩ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଗଳା କାଟି ହତ୍ୟା କରିଥିଲେ । ପୋଲିସ ଇନଫର୍ମର ସନ୍ଦେହରେଏପରି କାଣ୍ଡ ଘଟାଇଛନ୍ତି ବୋଲି ସୂଚନା ମିଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।