nayi disha

‘ନୟୀ ଦିଶା’ ର ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ମହମବତୀ ତିଆରି ଓ ନଡ଼ିଆ କତାରୁ କିଭଳି ଭାବେ ବିଭିନ୍ନ ପ୍ରକାର ଘରକରଣା ଜିନିଷ କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ଏମଏସଏମି ର ସହ ନିର୍ଦ୍ଦେଶକ ଏସ.ଏନ ନାୟକ, ‘ନୟୀ ଦିଶା’ର ନିର୍ଦ୍ଦେଶିକା ସସ୍ମିତା ମିଶ୍ର ଯୋଗ ଦେଇ ଉପସ୍ଥିତ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବାରେ ସହଯୋଗ କରିଥିଲେ| 

ଅନ୍ୟମାନଙ୍କୁ ଜଣାନ୍ତୁ।