You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ୯ ସେକେଣ୍ଡରେ ଭୁଶୁଡିଲା ୨୦୦ କୋଟିର ଟ୍ୱିନଟାୱାର ।
୨. ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗି ଗାଁରୁ ବନବିଭାଗ ଜବତ କରିଛି ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ।
୩. ଭୁବନେଶ୍ୱରର ଭୁଆଶୁଣୀ ଡମ୍ପିୟାର୍ଡ ବିବାଦ ଦିନକୁ ଦିନ ଘନଉଛି । ଏଠାକାର ଲୋକେ ସେଠାରେ ମାଇକୋ୍ର କମ୍ପୋଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରିବାକୁ ବିଏମସିକୁ ବିରୋଧ କରୁଛନ୍ତି ।
୪. ଆଜି ଓଟିଇଟି ପରୀକ୍ଷା ଥବବା ବେଳେ ମାଲକାନଗିରି ଜିଲ୍ଲାରେ ଘୁରି ବୁଲୁଛି ଏହାର ଉତ୍ତର ସିଟ । ତେବେ ଏହାର ସତ୍ୟତା ଉପରେ ଯାଞ୍ଚ ଚାଲିଛି ।
୫. ଭୁବନେଶ୍ୱରର ଏକ ଘରୋଇ କଲେଜର ଛାତ୍ରମାନେ ପିକ୍ନିକ ସାରି ଫେରୁଥିବାବେଳେ ଅଗସ୍ତିନୁଆଁ ନିକଟରେ ଡିଭାଇଡରରେ ପିଟି ହୋଇ ୫ଜଣ ଛାତ୍ର ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
୬. ଦୁର୍ବଳ ହୋଇଛି ମୌସୁମୀ । ବଢିଲା ପୁଣି ତାତି । ୩୬ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା ।
୭. ରାଉଲକେଲା ନିଟ ଛାତ୍ରଙ୍କ ଦ୍ୱାରା ଅତ୍ୟାଧୁନିକ ଡ୍ରୋନ ଏବଂ ରୋବର୍ଟ ଉଦ୍ଭାବନ । ୨୦୧୪ କରୁଥିଲେ ରିସର୍ଚ୍ଚ ।
୮. ବଦଳିଲେ ଜି .ଉଦୟଗିରି ଥାନା ଆଇଆଇସି ରେବତୀ ଶବର । ଏସ.ଆଇ. ସ୍ୱାଗତିକା ବେହେରାଙ୍କ ମୃତୁ୍ୟ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ନେଇଛନ୍ତି ଡିଏସପି ବି.ଏମ ହରିପାଲ ।
୯. ସୋର ର ଖଣ୍ଡପଡା ନିକଟସ୍ଥ ମୌଉଛଣ ଗା୍ରମରେ ସରକାରୀ ମଦ ଦୋକାନକୁ ଜାଳିଦେବା ସହ ଏକ କାରକୁ ମଧ୍ୟ ଜାଳିଦେଇଛନ୍ତି ଦୁବୁର୍ତ୍ତ ।
୧୦. ଜୟପୁରରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ୨ ଦିନରେ ଆକ୍ରାନ୍ତ ହେଲେଣି ୧୬ଜଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।