You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧- ସୃଷ୍ଟି ହେଲା ଲଘୁଚାପ ବର୍ଷା । ଆଜି ପାଇଁ୧୧ଟି ଜିଲ୍ଲାକୁ ୟୋଲୋୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
୨- ପ୍ରକାଶ ପାଇଲା ନିଟ ୟୁଜି ପରୀକ୍ଷା ଫଳ । ଏଥିରେ ମୋଟ ୭୧୫ ମାର୍କ ରଖି ଟପ୍ପର ହୋଇଛନ୍ତି ରାଜସ୍ଥାନର ତନିଷ୍କା ।
୩ – ଜବତ ହୋଇଛି ୨ କୋଟି ମୂଲ୍ୟର ଚନ୍ଦନ କାଠ । ୧୧ ଜଣ ଗିରଫ ହୋଇଥିବା ବେଳେ ଏଥବରୁ ୪ ଜଣ ଗଜପତି ଜିଲ୍ଲାର ହୋଇଥିବା ଜଣାପଡିଛି ।
୪ – କଟକରେ ମିଳୁଛି ନକଲି ଔଷଧ । ଚଢାଉ କରି ଜବତ କଲା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ।
୫ – ଏଣିକି ରେଳରେ ଯାତ୍ରା କଲେ ମିଳିବ ମାଗଣା ଖାଦ୍ୟ । ଏହି ସୁବିଧା କେବଳ ରାଜଧାନୀ ,ଶତାଦ୍ଦୀ, ଏବଂ ଦୂରନ୍ତୋ ପରି ଏକ୍ସପ୍ରେସରେ ମିଳି ପାରିବ ।
୬ – ବାଲେଶ୍ୱରର ଅରଡ ବଜାର ସ୍ତିତ ମସଜିଦ ଗଳିରୁ ଜବତ ହୋଇଛି ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଜଣେ ଗିରଫ ।


୭ – ଆଜି ସଂନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ କର୍ତ୍ତବ୍ୟ ପଥ ।
୮ – ଆଜି କିସ୍ ପାଳନ କରୁଛି ବିଶ୍ୱ ସାକ୍ଷରତା ଦିବସ ।
୯ – ମା’ ବିରଜାଙ୍କର ବନଜାଗ ଯାତ୍ରା ସମ୍ପନ୍ନ । ପରମ୍ପରା ଅନୁସାରେ ଦେବୀଙ୍କ ସିଂହ ଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ହୋଇଛି ବେଲ ଗଛ ।
୧୦ – ବାଲେଶ୍ୱର ଜିଲ୍ଲା ଅଢା ଅଞ୍ଚଳର ଭଡା ଘରୁ ଉଦ୍ଧାର ହୋଇଛି ଖନ୍ତପଡା ଇଞ୍ଚୁଡି ସ୍କୁଲର ଖେଳ ଶିକ୍ଷକଙ୍କ ମୃତ ଦେହ ।

ଅନ୍ୟମାନଙ୍କୁ ଜଣାନ୍ତୁ।