You are currently viewing ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

  • Post category:ଓଡିଶା
  • Reading time:1 mins read

ଜଗତସିଂହପୁର, ୦୯/୦୯: ୧୧ କେଭି ବୁଦ୍ୟୁତ ସଂସ୍ପର୍ଶରେ ଆଶି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାଟି ଜଗତସିଂହପୁର ରଘୁନାଥପୁର ବତ୍ତି ଛକ ନିକଟରେ ଘଟିଛି । ସୂଚନା ଅନୁଯାୟୀ ବୁଦ୍ୟୁତ ଖୁଣ୍ଟ ପକାଉଥିବା ବେଳେ ଏଭଳି ଘଟଣା ଘଟିଛି । ଗୁରୁତରଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।