You are currently viewing ଅର୍ବାନ୍ କୋ ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି

ଅର୍ବାନ୍ କୋ ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି

  • Post category:ଓଡିଶା
  • Reading time:1 mins read


ପୁରୀ(ଏଏନଏସ)୨୩/୦୯, ତା ୨୨/୦୯/୨୦୨୨ରିଖ ଗୁରୁବାର ଅପରାହ୍ନ ୪:୩୦ ମିନିଟ ସମୟରେ ବୋର୍ଡ ଅଫ ଡାଇରେକ୍ଟର ମାନଙ୍କର ସଭା ଅନୁଷ୍ଠିତ ଆରମ୍ଭ ସମୟରେ ଡାଇରେକ୍ଟର ମାନେ ଜାଣିବାକୁ ପାଇଲେ ବେଆଇନ ଭାବେ ଦୁର୍ନୀତି ପ୍ରୋସିଡିଂ ଥିବା ଜୈନିକ କର୍ମଚାରୀ ଙ୍କୁ ସମ୍ପାଦକ ଭାବେ ନିଯୁକ୍ତି, ରିଜର୍ଭ ବ୍ୟାଙ୍କ ଗାଇଡ଼ଲାଇନକୁ ଅବମାନନା କରି ଲୋକଙ୍କୁ ଟଙ୍କା ଉଠାଣ ପାଇଁ ପ୍ରବର୍ତ୍ତାଇ ବ୍ଯାଙ୍କର କ୍ଷତି କରିବା, ରେଜଲୁସନ ଖାତା ରେ ଆଲୋଚନା ନ ହୋଇଥିବା ବିଷୟ ମାନ ଲିପିବଦ୍ଧ କରିବା, ସଭାପତି ଙ୍କର୍ ଦୁର୍ବ୍ୟବହାର ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ଆମ୍ଭେ ସମସ୍ତ ନିର୍ଦ୍ଦେଶକ ସଭା ବର୍ଜନ କରି ବ୍ଯାଙ୍କ ଆଗରେ ଧାରଣା ରେ ବସିଅଛୁ l ସୁନାମଧନ୍ୟ ବ୍ୟାଙ୍କର ସୁରକ୍ଷା ଓ ନିବେଶକ ମାନଙ୍କର ଟଙ୍କା ସୁରକ୍ଷା ଆମ୍ଭର ପ୍ରଥମ କର୍ତ୍ତବ୍ୟ l ଏଣୁ ଆଜିର ଏହି ଆନ୍ଦୋଳନ l

ଅନ୍ୟମାନଙ୍କୁ ଜଣାନ୍ତୁ।