You are currently viewing ପଞ୍ଚଭୁତ ରେ ଲୀନ ହେଲେ ରାଇମୋହନ

ପଞ୍ଚଭୁତ ରେ ଲୀନ ହେଲେ ରାଇମୋହନ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୨୫/୦୬, ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ଼ ଜଗତର ଖଳନାୟକ ତଥା ବିଶିଷ୍ଠ ଅଭିନେତା ରାଇ ମୋହନ ଙ୍କ | ଭାବବିହ୍ଵଳ ପରିବେଶରେ ତାଙ୍କର ସାନ ଝିଅ ଉଦିତା ପରିଡା ମୁଖାଗ୍ନି ଦେଇଥିଲେ | ସ୍ବର୍ଗତ ରାଇମୋହନ ଙ୍କ ଶେଷ ଦର୍ଶନ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ତାଙ୍କ ଫ୍ୟାନ, ତାଙ୍କ ସମର୍ଥକ, ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଓ ଅଭିନେତା | ତେବେ ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ ବୋଲି ସମସ୍ତେ ବିବେଚନା କରିଛନ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।