You are currently viewing ବଦଳି ପାରନ୍ତି ନିରଞ୍ଜନ ପଟ୍ଟନାୟକ

ବଦଳି ପାରନ୍ତି ନିରଞ୍ଜନ ପଟ୍ଟନାୟକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୧/୦୪, ବଦଳିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ପାଇଁ ହାଇକମାଣ୍ଡର ସ୍ଥିର କରିଛନ୍ତି । ଏନେଇ AICC ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ନିରଞ୍ଜନ ଏ ନେଇ ନିଜେ କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ସଭାପତି ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଦଳୀୟ ସଭାପତିଙ୍କ ନେତୃତ୍ୱରେ ଦଳ ପାଇଁ କାମ କରୁଛନ୍ତି ନିରଞ୍ଜନ । ନୂତନ ନିଯୁକ୍ତି ପାଇଁ ଦଳୀୟ ସାଂସଦ, ବିଧାୟକ, ଏବଂ ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରିବେ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲ୍ଲକୁମାର ।

ଅନ୍ୟମାନଙ୍କୁ ଜଣାନ୍ତୁ।