You are currently viewing ଅପରାହ୍ନରେ ପ୍ରେସମିଟ କରିବେ ବିଏମସି କମିଶନର

ଅପରାହ୍ନରେ ପ୍ରେସମିଟ କରିବେ ବିଏମସି କମିଶନର

ଭୁବନେଶ୍ବର-01.05.2021,ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ପରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ରାଜଧାନୀରେ ସଂକ୍ରମଣ ଅତ୍ୟଧିକ ହେଉଛି । ଏନେଇ ଆଜି ଅପରାହ୍ନ ସାଢେ 4ଟାରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମୀଳନୀ କରିବେ । କିଛି ବଡ ଘୋଷଣା କରିପାରନ୍ତି କମିଶନର ।

ଅନ୍ୟମାନଙ୍କୁ ଜଣାନ୍ତୁ।