You are currently viewing ପୁରୀରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ

ପୁରୀରେ ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୭/୧୨, ପୁରୀରେ ପହଞ୍ଚିଛି ହକି ବିଶ୍ୱକପ୍ ଟ୍ରଫି । ପ୍ରଥମେ ସମୁଦ୍ରକୂଳରେ ଟ୍ରଫି ପହଞ୍ଚିବା ପରେ ସିଂହଦ୍ୱାର ସମ୍ମୁଖକୁ ନିଆଯିବ । ଆଜି ଗୋଟିଏ ଦିନ ପୁରୀରେ ଟ୍ରଫି ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଟ୍ରଫିକୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତ ୨୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି ହକି ବିଶ୍ୱକପ୍ ଟ୍ରଫି । ରବିବାର ଦିନ ରାଜଧାନୀ ପରିକ୍ରମା କରିବା ପରେ ନୟାଗଡ଼ ଓ ଖୋର୍ଦ୍ଧା ଭ୍ରମଣ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।