You are currently viewing ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି

ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର, ଦୀର୍ଘଦିନ ଧରି ଆନ୍ଦୋଳନରତ ଏଏନଏମଙ୍କୁ ଦିଆଯିବ ନିଯୁକ୍ତି । ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି । ୧୦୯୯ ଏଏନ୍ଏମ୍ ପଦବୀ ଖାଲି ରହିଛି । କୋରୋନାକୁ ଦୃଷ୍ଟିରେ ରଖି ସର୍ତ୍ତରେ ନିଯୁକ୍ତି ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଦୀର୍ଘମାସ ହେବ ଲୋୟର ପିଏମଜିଠାରେ ଆନ୍ଦୋଳନ ଅଛନ୍ତି ଏଏନଏମ କର୍ମୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।