You are currently viewing ବଳାତ୍କାରୀଙ୍କୁ ମିଳୁଛି ବିଳାଶମୟ ଜୀବନ

ବଳାତ୍କାରୀଙ୍କୁ ମିଳୁଛି ବିଳାଶମୟ ଜୀବନ

  • Post category:ଓଡିଶା
  • Reading time:1 mins read


କୌଣସି ନାରୀର ବଳାତ୍କାରୀର କରିବା ଏକ ଅକ୍ଷମଣୀୟ ଅପରାଧ ଅଟେ । ଏହି ଦୋଷୀ ମାନଙ୍କୁ କଡା ଦଣ୍ଡ ଦେବାର ଆଇନ ମଧ୍ୟ ଅଛି । କିନ୍ତୁ ଏହି ଦଣ୍ଡ ଦେବାର ତରିକାଟା ସବୁ ସ୍ଥାନରେ ଅଲଗା ଅଲଗା । ସବୁସ୍ଥାନରେ ଦୋଷୀଙ୍କୁ ଅଲଗା ଅଲଗା ଭାବରେ ଦଣ୍ଡ ଦିଆଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହୁଛୁ ଯେଉଁଠାରେ ବଳାତ୍କାରୀଙ୍କୁ ଜେଲ ନୁହେଁ ବରଂ ଏକ ସୁନ୍ଦର ବଙ୍ଗଳାରେ ରଖାଯାଇଥାଏ । କଥାଟା ବିଶ୍ୱାସ ନହେଲେ ମଧ୍ୟ ସତ ଅଟେ । ସମବଠୁ ଆଶ୍ଚର୍ଯ୍ୟ କଳାଭଳି କଥା ହେଉଛିକି ଏହି ବଳାତ୍କାରୀ ଦୋଷୀଙ୍କୁ ବଙ୍ଗଳାରେ ସମସ୍ତ ସୁବିଧା ମାନ ଦିଆଯାଇଥାଏ । ଦୋଷୀ ଏଠାରେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ରହିଥାଏ ।

ଏହି ସ୍ଥାନଟି ପ୍ଲୋରିଡାର ଆଉଟସ୍କଟସ୍ ଠାରେ ଅବସ୍ଥିତ ମିରାକେଲ ଭିଲେଜ ଠାରେ ଏହି ଆରୋପୀ ମାନଙ୍କୁ ରଖାଯାଇଥାଏ । ଏଠାରେ ପ୍ରାୟ ୨୦୦ ଜଣ ଆରୋହୀ ନିଜ ପରିବାର ସହ ଏଠାରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟ । ମିରେକେଲ ଭିଲେଜରେ ରହୁଥିବା ଏହି ଆରେପୀ ମାନଙ୍କୁ କିଏ ଇଜ୍ଜତ କରିନଥାନ୍ତି । ନା ତାଙ୍କୁ ରହିବାକୁ କୌଣସି ସ୍ଥାନ ମିଳିନଥାଏ । ଏଠାରେ ଆରୋପୀୟଙ୍କୁ ରହିବା ପାଇଁ ଘର ମିଳେ ଏବଂ ଏଠାରେ ରହି ସେମାନେ ନିଜ କର୍ମର ପା୍‌ଚାତତାପ କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।