You are currently viewing ମାଉସୀଙ୍କ ଘରେ ଶ୍ରୀ ଲିଙ୍ଗରାଜ

ମାଉସୀଙ୍କ ଘରେ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ୱର-୨୧.୦୪.୨୦୨୧, ମାଉସୀ ମା’ ମନ୍ଦିରରେ ପହଞ୍ଚିଲା ରୁକୁଣା ରଥ । ରାମେଶ୍ୱର ମନ୍ଦିରକୁ ବିଜେ ହେବେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ । ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ଗୋସାଗରେଶ୍ୱର ଛକ ନିକଟରେ ଅଟକି ରହିଥିଲା ରୁକୁଣା ରଥ । କରୋନା କଟକଣା ପାଇଁ ଚଳିତ ବର୍ଷ ରଥ ଟାଣିବା ପାଇଁ କଟକଣା ଲଗାଯାଇଛି । କଟକଣା ଅନୁସାରେ କେବଳ ସେବାୟତ ଓ ପୋଲିସ ଫୋର୍ସ ମୁତୟନ ରହଛନ୍ତି । ୨୪ ତାରିଖରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ପୂର୍ବ ସୂଚନା ଅନୁସାରେ ବାଡୁଡା ଯାତ୍ରା ଦିନ ୧୪୪ ଧାରା ବଳବତ୍ତର ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।