You are currently viewing ବିପଦ ସଙ୍କେତ ଉପରେ ଋଷିକୁଲ୍ୟା

ବିପଦ ସଙ୍କେତ ଉପରେ ଋଷିକୁଲ୍ୟା

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ଡିପ୍ ଡିପ୍ରେସନ କାରଣରୁ ଏବେ ରାଜ୍ୟରେ ବର୍ଷା ହେଉଛି । ତେବେ ଗଞ୍ଜାମ ଜିଲ୍ଲାରେ ଏହି ବର୍ଷାର ପ୍ରଭାବ ଅଧିକ ଥିବାରୁ, ସତର୍କ ସଙ୍କେତ ଡେଇଁଛି ଋଷିକୁଲ୍ୟା ନଦୀ । ତେଣୁ ନଦୀକୂଳରେ ବାସ କରୁଥିବା ଲୋକ ଓ ମତ୍ସଜୀବୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତା’ସହିତ ସମୁଦ୍ର ଭିତରକୁ ଏ ସମୟରେ କେହି ନଯିବାକୁ ମଧ୍ୟ ବାରଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।