You are currently viewing ସାବିତ୍ରୀ ପୂର୍ବରୁ ଅନ୍ୟ ଝିଅ ସହ ଫେରାର ହେଲା ସତ୍ୟବାନ

ସାବିତ୍ରୀ ପୂର୍ବରୁ ଅନ୍ୟ ଝିଅ ସହ ଫେରାର ହେଲା ସତ୍ୟବାନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ଏଏନଏସ ୧୯/୦୫, ସାବିତ୍ରୀ ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ପତ୍ନୀଙ୍କୁ ଧୋକା ଦେଲା ସତ୍ୟବାନ। ନିଜ ସ୍ତ୍ରୀର ହାତ ଛାଡି ଅନ୍ୟତ୍ର ବିବାହ କରିବାକୁ କରୁଥିଲେ ଉଦ୍ୟମ । ରାଜଧାନୀର ଏକ ମନ୍ଦିରରେ ଚାଲିଥିଲା ନିର୍ବନ୍ଧ କାର୍ଯ୍ୟ। ସେତିକି ବେଳେ ମାଡିବସିଲା ଭରତପୁର ଥାନା ପୋଲିସ । ଘଟଣାରେ ବିଭୁ ନାୟକକୁ ଗିରଫ କଲା ପୋଲିସ । ୩ ବର୍ଷ ତଳେ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ସ୍ତ୍ରୀଙ୍କ ସହ ପଣ୍ଡାକୁଦିଆ ବସ୍ତିରେ ରହୁଥିଲେ ଅଭିଯୁକ୍ତ ବିଭୁ ନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।