You are currently viewing ଜାତୀୟ କିକ୍ ବକ୍ସି ଲାଗି ଓଡିଶା ଦଳ : ରାଜସ୍ଥାନରେ ୧୦ ଜଣିଆ ଓଡିଶା ଟିମ୍

ଜାତୀୟ କିକ୍ ବକ୍ସି ଲାଗି ଓଡିଶା ଦଳ : ରାଜସ୍ଥାନରେ ୧୦ ଜଣିଆ ଓଡିଶା ଟିମ୍

ଏଏନଏସ : ଆଜିଠୁ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି ୱାକୋ କିକ୍ ବକ୍ସିଂ । ଏହି ଖେଳରେ ଭାଗ ନେବା ପାଇଁ ଓଡିଶାରୁ ଏକ ଦଳ ଚୟନ ହୋଇଛନ୍ତି । ୱାକୋ କିକ୍ ବକ୍ସିଂ ଲାଗି ଓଡିଶା ଦଳ ରାଜସ୍ଥାନ ଗସ୍ତ କରିଛନ୍ତି । ଏହି ଦଳରେ ୧୦ଜଣିଆ ଓଡିଶା ଟିମ୍ ରହିଛନ୍ତି । ଏହି ଟିମ୍ ର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି ମହମ୍ମଦ ସଲିମ ଖାନ।

ଖେଳାଳିମାନଙ୍କ ସହ ଅଫିସିଆଲ ଭାବେ ଗଙ୍ଗାଧର ସାହୁ, ନିଖତ ବାନୁ ଏବଂ ଲିଡର ବିଭୂତି ଭୂଷଣ ବେହେରା ମଧ୍ୟ ଜୟପୁର ଗସ୍ତ କରିଛନ୍ତି । ଓାକୋ ଓଡିଶା କିକ୍ ବକ୍ସିଂ ସଂଘର ସମ୍ପାଦକ ଦୀନବନ୍ଧୁ ବେହେରା ଓ ଉପସଭାପତି ଲୋପାମୋତଦ୍ରା ସାହୁ ଦଳର ସଫଳତା କାମନା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।