bjp

ନିର୍ବାଚନ ପ୍ରସ୍ତୁତି ନେଇ ଆଜି ରାଜ୍ୟ ବିଜେପିର ପରିଚାଳନା ବୈଠକ

ଏଏନଏସ: ଆଜି ଅପରାହ୍ନରେ ବସିବ ରାଜ୍ୟ ବିଜେପିର ନିର୍ବାଚନୀ ପରିଚାଳନା ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏଥିରେ ୨୪ ନିର୍ବାଚନରେ ଦଳ କିପରି ଲଢେଇ କରିବ, ବିଜେପିରେ ପ୍ରଚାର ରଣନୀତି କଣ ରହିବ, ତୃଣମୂଳସ୍ତରରେ ବିଜେପିର ରଣନୀତିକୁ କିପରି କାର୍ଯ୍ୟକାରୀ କରାଯିବ ସେ ସଂପର୍କରେ ଆଲୋଚନା ହେବ ।

ନିର୍ବାଚନୀ ପରିଚାଳନା କମିଟି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମିଲ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲସିଂ ତୋମାର ଏବଂ ରାଜ୍ୟ ବିଜେପିର କୋର ଟିମ ସାମିଲ ହେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।