You are currently viewing ସ୍ତ୍ରୀକୁ ଠେଙ୍ଗାରେ ହାଣି ହତ୍ୟା କଲା ସ୍ବାମୀ

ସ୍ତ୍ରୀକୁ ଠେଙ୍ଗାରେ ହାଣି ହତ୍ୟା କଲା ସ୍ବାମୀ

  • Post category:ଓଡିଶା
  • Reading time:1 mins read

ରାୟଗଡ଼ା (ଏ ଏନ୍ ଏସ)୧୭/୦୨, ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କଳଙ୍କ। ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ। ସ୍ୱାମୀ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ। ଟିକିରି ଥାନା ଅନ୍ତର୍ଗତ ଡି. କରଳ ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଶାପାଇ ମାଝିଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମାଲିକି ମାଝିକୁ ଅଟକ ରଖି ପଚରା ଉଚରା କରି ତଦନ୍ତ କରୁଛି ଟିକିରି ପୋଲିସ।

ଅନ୍ୟମାନଙ୍କୁ ଜଣାନ୍ତୁ।