You are currently viewing ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ବରେ ରହିବେ ସବ୍ ଇନ୍ସପେକ୍ଟର

୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ବରେ ରହିବେ ସବ୍ ଇନ୍ସପେକ୍ଟର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୫.୧୦.୨୦୨୧, ରାଜ୍ୟରେ ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ବରେ ରହିବେ ସବ୍ ଇନ୍ସପେକ୍ଟର । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପ୍ରଦାନ କରୀଛନ୍ତୀ । ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ବରେ ରହୁଥିଲେ । ଏଣିକି କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।