You are currently viewing ଇଡିରେ ହାଜର ହେଲେ ସୁଜତା ପାଣିଗ୍ରାହୀ

ଇଡିରେ ହାଜର ହେଲେ ସୁଜତା ପାଣିଗ୍ରାହୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୯/୧୦, EDରେହାଜର ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜତା ପାଣିଗ୍ରାହୀ । ମନି ଲଣ୍ଡରିଂ ନେଇ ପଚରା ଉଚରା କରାଯାଉଥିବା ସୂଚନା । ଟାଟା କମ୍ପାନୀରେ ନିଯୁକ୍ତି ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନେକ ଥର ପଚରା ଉଚରା କରିସାରିଛି ଇଡି । ନକଲି ଟାଟା କମ୍ପାନୀ କରି ଲୋକଙ୍କୁ ନିଯୁକ୍ତି ନାଁରେ ଅର୍ଥ ହେରଫେର ମାମଲାରେ ପୂର୍ବରୁ ପଚରା ଉଚରା କରିଥିଲା ଇଡି ।

ଅନ୍ୟମାନଙ୍କୁ ଜଣାନ୍ତୁ।