You are currently viewing

  • Post category:ଓଡିଶା
  • Reading time:1 mins read

୧. ମୋଟରସାଇକେଲ ଦୁର୍ଘଟଣା, ୧ମୃତ ଓ ୩ଗୁରୁତର ।
୨. କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ।
୩. ଆଜି ଅପରାହ୍ନରେ ବସିବ ଛତିଶାନିଯୋଗ ବୌଠକ ।
୪. ସିମିଳିଗୁଡା ଶାଶ୍ୱତୀ ମହିଳା ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ।
୫. ସିମିଳିଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ।
୬. ୱେବ ପୋର୍ଟାଳରୁ ମିଳିବ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ।
୭. ଜଳୁଛି ଅଧା ଓଡିଶା, ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର । ବାରିପଦା ଅଧିକ ଉତ୍ତପ୍ତ ସହର ।
୮. କୋର୍ଟରେ ଡି ବ୍ରଦର୍ସ, ଦୀପୁ ଓ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର ।
୯. ପତ୍ନଙ୍କ ସହ ମା’ ତାରାତାରୀଶୀ ଦର୍ଶନ କଲେ 5T ସଚିବ ।
୧୦ ଆଜି ସକାଳୁ ମହାନଦୀରୁ ଉଦ୍ଧାର ହେଲା ଆଉଜଣେ ନିଖୋଜ ବାଳକର ମୃତଦେହ

ଅନ୍ୟମାନଙ୍କୁ ଜଣାନ୍ତୁ।