You are currently viewing ଗଞ୍ଜାମରେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ

ଗଞ୍ଜାମରେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ

  • Post category:ଓଡିଶା
  • Reading time:1 mins read


ଗଞ୍ଜାମ,୨୮/୦୯: ଗଞ୍ଜାମରେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ୧୦ଟି ସ୍ମାର୍ଟ କ୍ଲାସ ରୁମ । ଗଞ୍ଜାମ ହିଞ୍ଜିଳି ଓ ଶେରଗଡ ବ୍ଲକ ଅଞ୍ଚଳରୁ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଗଞ୍ଜାମ ଗସ୍ତରେ ଯିବେ ୨ ମନ୍ତ୍ରୀଙ୍କ ସମେତ ୧୮ ବିଧାୟକ । ଗଞ୍ଜାମ ତାମ୍ପରାରେ ବିଧାୟମ ଓ ବିଧାୟୀକା ମାନେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯିବ । ଅପରାହ୍ନ ୫ଟାରେ ଦୁଇଟି ୧୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟୟରେ ୧ ହଜାର ୭୦ ସ୍କୁଲର କାୟାକଳ୍ପ ହେବ । ୩୦ ତାରିଖ ମଧ୍ୟରେ ୫୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।