You are currently viewing ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲା ଚୋର

ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲା ଚୋର

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର(ଏଏନଏସ) ୨୨.୧୨.୨୦୨୧, ବଲାଙ୍ଗିର ତୁଳସୀ ନଗରରେ ଅଭାବନୀୟ ଘଟଣା । ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲା ଚୋର। ଅଭିଯୁକ୍ତକୁ କାବୁ କଲେ ସ୍ଥାନୀୟ ଲୋକେ ।
ସୂଚନା ଅନୁସାରେ, ଚୋରଟି ରାତିରେ ତୁଳସୀନଗରର ଜଣଙ୍କ ଘରକୁ ଚୋର ଚୋରି କରିବା ପାଇଁ ପଶିଥିଲା।ଏହି ସମୟରେ ମାଲିକ ଉଠିପଡିବାରୁ ଚୋର ଘରେ ନିଆଁ ଲଗାଇଦେଇଥିଲା । ଖବର ପାଇ ବଲାଙ୍ଗିର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ କିଛି ଟଙ୍କା ଓ ଦୁଇଟି ସୁନା ହାର ଚୋରି ହୋଇଥିବା ହୋଇଛି । ବଲାଙ୍ଗିର ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।