You are currently viewing ଦେବଗଡ଼ରୁ କଲରାପତରିଆ ବାଘ ଛାଲ ଜବତ, ୫  ଗିରଫ

ଦେବଗଡ଼ରୁ କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ଦେବଗଡ(ଏଏନଏସ)୧୭.୦୧.୨୦୨୨, ପୁଣି ରାଜ୍ୟରୁ  ବାଘ ଛାଲ ଜବତ । ଦେବଗଡ଼ ଜିଲ୍ଲା ବାରକୋଟରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଘଟଣାରେ ୫  ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଅଭିଯୁକ୍ତ ମାନେ ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ,  ବଣାଇ ବନଖଣ୍ଡ ଅଞ୍ଚଳରେ ୬ ଦିନ ପୂର୍ବରୁ ବାଘ ଶିକାର କରିଥିଲେ । ବାଘ ଶିକାର ବେଳେ ବ୍ୟବହାର କରିଥିବା କଟୁରୀ ସହ ଅଭିଯୁକ୍ତଙ୍କ  ମୋବାଇକୁ ଜବତ କରିଛି ପୋଲିସ । ସେହିପରି ଘଟଣାରେ ଆଉ କେଉଁ ମାନେ ସଂପୃକ୍ତ ରହିଛନ୍ତି ଏହାର  ଖୋଳତାଡ ପୋଲିସ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।