You are currently viewing ଆଜି ରାଜଧାନୀରୁ ୨୯ କରୋନା ପଜିଟିଭ ଚିହ୍ନଟ

ଆଜି ରାଜଧାନୀରୁ ୨୯ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି , ସୁସ୍ଥ ସଂଖ୍ୟା ୨୪ | ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୫ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ଭୁବନେଶ୍ୱରରୁ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୩୧୩୦୨,ସୁସ୍ଥ ସଂଖ୍ୟା ୩୦୬୯୦ ,ମୋଟ କରୋନାରେ ମୃତ୍ୟୁ ୨୩୧ ଜଣଙ୍କର ହୋଇଛି |ବର୍ତ୍ତମାନ ସୁଦ୍ଧା କରୋନା ସକ୍ରିୟ ସଂଖ୍ୟା ୩୬୦ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।