You are currently viewing ଜୀବନ ବଞ୍ଚାଇଲେ ଟ୍ରାଫିକ କନେଷ୍ଟବଳ

ଜୀବନ ବଞ୍ଚାଇଲେ ଟ୍ରାଫିକ କନେଷ୍ଟବଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୧୬.୨.୨୩) : ଟ୍ରାଫିକ କନେଷ୍ଟବଳଙ୍କ ମହାନତା । ଦୁର୍ଘଟଣା ପରେ ଆଶୁ ଚିକିତ୍ସା କଲେ ଟ୍ରାଫିକ କନେଷ୍ଟବଳ ସରୋଜ କୁମାର ପୃଷ୍ଟି । ମ୍ୟୁଜିୟମ ଛକରେ ଅଚାନାକ ବାଇକ୍ ରୁ ପଡ଼ି ରକ୍ତାକ୍ତ ହୋଇପଡିଲେ ଯୁବକ । ସଙ୍ଗେ ସଙ୍ଗେ ସେଠାରେ ଡ୍ୟୁଟି କରୁଥିବା ପୋଲିସ୍ ବାବୁ ତାଙ୍କୁ ଉଠାଇ ଆଶୁ ଚିକିତ୍ସା କରିବା ସହ ତାଙ୍କୁ ମେଡ଼ିକାଲ ନେବାର ବ୍ୟବସ୍ତା କରିଥିଲେ ।ଆଗରୁ ଟ୍ରାଫିକ ପୋଲିସ ଅନେକ ଲୋକଙ୍କୁ ସାହାଯ୍ୟ କରିବାର ନଜର ଆସିଛି । ଟ୍ରାଫିକ ପୋଲିସ୍ କେବଳ ଟ୍ରାଫିକ ନିୟମ ଉଲଘଂନକାରୀଙ୍କୁ ଜରିମାନା ନୁହେଁ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ପ୍ରମାଣିତ କରିଛି ଯେ ଲୋକଙ୍କ ସେବାରେ କମିଶନରେଟ ପୋଲିସ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।