You are currently viewing ସମୁଦ୍ରରେ ଭାସିଗଲେ ଦୁଇ ଯୁବକ

ସମୁଦ୍ରରେ ଭାସିଗଲେ ଦୁଇ ଯୁବକ

  • Post category:ଓଡିଶା
  • Reading time:1 mins read

ପୁରୀ, ପୁରୀ ସମୁଦ୍ରରେ ଗାଧୋଉଥିବାବେଳ ଅସାବଧାନତା ଯୋଗୁ ଦୁଇ ଜଣ ଯୁବକ ଭାସିଯାଇଛନ୍ତି । ଯୁବକ ଦ୍ୱୟ ହେଲେ ବାଲେଶ୍ୱର ଅଞ୍ଚଳର ଗୌତମ ସେଠୀ ଓ ଜୀବନ କୁମାର ଦାସ । ସୂଚନା ଅନୁସାରେ, ଉଭୟ ସେକ୍ଟର-୨ ଦିଗବାରେଣୀ ବେଳାଭୂମି ନିକଟରେ ଗାଧୋଉଥିବା ସମୟରେ ସମୁଦ୍ର ଭିତରକୁ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।