You are currently viewing ମିଶନ ଶକ୍ତିକୁ ଦିଆଯିବ ଅବ୍ୟବହୃତ ସଂପତ୍ତି

ମିଶନ ଶକ୍ତିକୁ ଦିଆଯିବ ଅବ୍ୟବହୃତ ସଂପତ୍ତି

ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟବହାର ହେଉନଥିବା ସଂପତ୍ତିକୁ ମିଶନ ଶକ୍ତିକୁ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ସରକାରଙ୍କ ଅଧିନରେ ଥିବା କୋଠା, ଦୋକାନ ଘର , ଗଡିଆ ପୋଖରୀ ଇତ୍ୟାଦିକୁ ମିଶନ ଶକ୍ତିକୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱୟଂ ସହାୟକ ଗ୍ରୁପ ଗୁଡିକ ଏଗୁଡିକୁ ବିଭିନ୍ନ ଦିଗରେ ବ୍ୟବହାର କରି ଆର୍ଥିକ ବିକାଶ କରିପାରିବେ ବୋଲି ଆଶା ରଖିଛନ୍ତି ସରକାର ।

ଅନ୍ୟମାନଙ୍କୁ ଜଣାନ୍ତୁ।