You are currently viewing କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକ କାର୍ଯ୍ୟରତ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଏକକାଳୀନ ୫ ଟିସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥବବା ଜଣାପଡିଛି । ବ୍ରହ୍ମପୁରରେ ଥିବା ଶଳାଘର, ଆସିକା ସ୍ଥିତ ପୈତୃକ ଘର, ରାୟଗଡ଼ ଅଫିସ ଓ ଛଅମାଇଲରେ ଥିବା ଇଟା ଫ୍ୟାକ୍ଟ୍ରିଉପରେ ଚଢାଉ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।