You are currently viewing ଭିଜିଲାନ୍ସ ଜାଲରେ ଜୁନିଅର କ୍ଲର୍କ

ଭିଜିଲାନ୍ସ ଜାଲରେ ଜୁନିଅର କ୍ଲର୍କ

ବ୍ରହ୍ମପୁର(ଏଏନଏସ) ୩୦/୧୨: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଆର ଆଣ୍ଡ ବି ଡିଭିଜନର ଜେଇ ଏଲ୍. କାମାରାଜୁ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସର ୩ଟି ସ୍ବତନ୍ତ୍ର ଟିମ୍। ଆଙ୍କୁଲିରେ ଥିବା ଦୁଇ ମହଲା ଘର, ଅନ୍ୟ ୩ଟି ସ୍ଥାନ ଓ ଆର ଆଣ୍ଡ ବି ଡିଭିଜନ ୧ର ସରକାରୀ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ଏହି ଚଢ଼ାଉରେ ୨ ଊଝଚ, ୫ ଇନ୍ସପେକ୍ଟରଙ୍କ ସହ ବହୁ ଅଧିକାରୀ ସାମିଲ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।