Hirakud-Dam

ଲଗାଣ ବର୍ଷାରେ ବଢ଼ୁଛି ହୀରାକୁଦ ଜଳସ୍ତର

ଏଏନଏସ୍: ଉପରମୁଣ୍ଡରେ ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୩୭ହଜାର ୯୫୨ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୯ହଜାର ୨୮୫ କ୍ୟୁସେକ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୯ ଫୁଟ। ତେବେ ବର୍ତ୍ତମାନ କୌଣସି ଗେଟ୍ ଖୋଲିବା ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟ ଯନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।