You are currently viewing ଦୁଇ ଦେଶ ସୀମା ମଧ୍ୟରେ ଘର

ଦୁଇ ଦେଶ ସୀମା ମଧ୍ୟରେ ଘର

ଲଙ୍ଗୱା ନାଗାଲାଣ୍ଡର ମୋନ ଜିଲ୍ଲାରେ ସବୁଠାରୁ ବଡ ଗାଁ ଏବଂ ଉଭୟ ଦେଶର ଅଂଶୀଦାର ଥିବା ଏକ ମାତ୍ର ଗାଁ ରହିଛି । ଏହି ଗାଁ ଟି ଭାରତ ମିୟାଁମାର ସୀମାରେ ଅବସ୍ଥିତ । ଗାଁର ଯିଏ ମରକ୍ଷକ୍ଷକ୍ଟଆ ତାଙ୍କ ଘରକୁ ମଝିରୁ ଭାଗ କରି ଏହି ସୀମା ଯାଇଛି । ଗୋଟିଏ ପଟେ ଭାରତ ଏବଂ ଅନ୍ୟ ପଟେ ମିୟାଁମାର ।

କୁହାଯାଉଛି ଏହା ବିଟିସ୍ ସାଶନର ଶେଷ ଦିନରେ ର୍ନିମାଣ ହୋଇଥିଲା । ଉଭୟ ପାଶ୍ୱର୍ରେ ଥିବା ଲୋକମାନେ କନକ ଜନଜାତିର । ଏହି ଗାଁରେ ପାଖା ପାଖି ୨୦୦ରୁ ୩୦୦ ଲୋକ ରହିଥାନ୍ତି । ଏହି ଗାଁର ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏଠାରେ କେହି ଲୋକ ଜୋତା ପିନ୍ଧି ନଥାନ୍ତି ।

କିମ୍ବା ଏଠାକୁ ଅସୁଥିବା ବାହାର ଲୋକମାନେ ମଧ୍ୟ ଜୋତା ପିନ୍ଧିବାକୁ ଦିଅନ୍ତି ନାହିଁ ଗ୍ରାମ ବାସୀ । ଏହି ଗାଁକୁ କୌଣସି ସଡକ ସଂଯୋଗ ନାହିଁ । ଏହି ଗାଁରେ ପହଞ୍ଚିବା ପାଇଁ ପାହାଡ ଜଙ୍ଗଲ ଦେଇ ଯିବାକୁ ପଡିଥାଏ । ଚାଲି ୧୦ କିଲୋମିଟର ଯାତ୍ରା କରିବା ପରେ ଏହି ଗାଁ ପଡିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।