You are currently viewing ଆଜି ଗଣେଶ ପୂଜା: ପୂଜା ପାଇଁ ଚଳଚଞ୍ଚଳ ଶିକ୍ଷାନୁଷ୍ଠାନ

ଆଜି ଗଣେଶ ପୂଜା: ପୂଜା ପାଇଁ ଚଳଚଞ୍ଚଳ ଶିକ୍ଷାନୁଷ୍ଠାନ

ଏଏନଏସ୍: ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ପ୍ରଭୁ ଗଜାନନଙ୍କ ପୂଜା। ଏନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ସଜା ହୋଇଛି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରଭୁ ଗଣେଶଙ୍କ ପୂଜା ହେବା ସହ ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।