You are currently viewing କରୋନା କବଳରେ ଆଇପିଏଲ

କରୋନା କବଳରେ ଆଇପିଏଲ

ନୂଆଦିଲ୍ଲୀ-୩.୦୫.୨୦୨୧, କରୋନା ସମଗ୍ର ଦେଶରେ ଏବେ ଆତଙ୍କ ସୃଷ୍ଟି କରିଛି । କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ଆଇପିଏଲ ସଂସ୍କରଣ ହେଉଥିଲେ ମଧ୍ୟ ଆଇପିଏଲରେ କରୋନା ସକରାତ୍ମକ ଚିହ୍ନଟ ହୋଇଥିବା ସୂଚନା ରହିଛି । କୋଲକାତା ନାଇଟ ରାଇଡରର୍ସର ଦୁଇ ଜଣ ଖେଳାଳୀ ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି କୋଲକାତା ଓ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଯାଉଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।