You are currently viewing ୬୦ ରନରେ ଆଇପିଏଲ ୨୦୨୦ର ୫୪ତମ ମ୍ୟାଚ ଜିତିଲା କେକେଆର

୬୦ ରନରେ ଆଇପିଏଲ ୨୦୨୦ର ୫୪ତମ ମ୍ୟାଚ ଜିତିଲା କେକେଆର

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ ୨୦୨୦ର ୫୪ତମ ମ୍ୟାଚ : ରାଜସ୍ଥାନ ରୟାଲର୍ସ କୁ ୬୦ ରନରେ ହରାଇ କୋଲକାତା ନାଇଟ ରାଇଡର ବିଜୟ ହାସଲ କରିଛି । ମ୍ୟାଚରେ ରାଜସ୍ଥାନ ରୟାଲର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ନାଇଟ ରାଇଡର ୨୦ଓଭର ୭ ୱିକେଟ ବ୍ୟୟରେ ୧୯୧ ରନ କରିଥିଲା । ଖେଳାଳୀଙ୍କ ମଧ୍ୟରୁ ଇଅନ ମୋର୍ଗାନ୬୮(୩୫), ରାହୁଲ ତ୍ରିପାଠୀ ୩୯(୩୪) ରନ କରିଥିଲେ । ରାଜସ୍ଥାନ କୟାଲସ ୨୦ଓଭର ୯ୱିକେଟରେ ୧୩୧ ରନ କରି ପରାସ୍ତ ହୋଇଛି, ଜସ ବଟଲର ୩୫(୨୨) ,ରାହୁଲ ତିୱତିଆ ୩୧(୨୭) ରନ କରିଥିଲେ । ପଟ କ୍ୟୁମିନସ (କେକେଆର) ୪/୩୪(୪) ଏବଂ ୧୫(୧୧) କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।