You are currently viewing ଅଷ୍ଟେଲିଆକୁ ପରାସ୍ତ କଲା ଜିମ୍ବାୱେ

ଅଷ୍ଟେଲିଆକୁ ପରାସ୍ତ କଲା ଜିମ୍ବାୱେ

  • Post category:କ୍ରୀଡା
  • Reading time:1 mins read

ଜିମ୍ବାୱେ(୩.୯.୨୨) : ଜିମ୍ବାୱେ ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଟାଉନ୍ସଭିଲରେ ଖେଳାଯାଇଥିବା ସିରିଜର ତୃତୀୟ ଓଡିଆଇରେ ଅଲ ରାଉଣ୍ଡର ରିଆନ୍ ବୁର୍ଲେଙ୍କର ଚମତ୍କାର ବୋଲିଙ୍ଗ ହେତୁ ଅଷ୍ଟ୍ରେଲିଆ ଦଳ ୩୧ ଓଭରେ ୧୪୧ ରନ୍ ସ୍କୋର କରି ଆଉଟ ହୋଇଥିଲେ । ଏହା ପରେ ଜିମ୍ବାୱେ ୩୯ ରନ୍‌ର ଲକ୍ଷ ରଖିଥିଲା । ଯଦିଓ ସେ ତାଙ୍କର ୭ ୱିକେଟ ହରାଇଥିଲେ । ଅଷ୍ଟ୍ରେଲିଆ ୧୫୦ ସ୍କୋର ଛୁଇଁ ପାରି ନଥିଲା । ୱାର୍ଣ୍ଣର ୯୬ ବଲ ଇନିଙ୍ଗସରେ ୧୪ ଟା ୪ ଓ ୨ଟି ଛକ୍କା ମାରିଥିଲେ । ଜିମ୍ବାୱେ ପାଇଁ ରେଜିସ୍ ଚକବାବା ୩୭ରେ ଅପରାଜିତ ରହିଥିଲେ । ସେ ୭୨ ବଲ ଖେଳି ୩ ଟି ୪ ମାରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।