ଆଜି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

  • Post category:କ୍ରୀଡା
  • Reading time:1 mins read

କ୍ରିକେଟ୍‌ ଦିନିକିଆ ବିଶ୍ୱକପ୍‌ରେ ଆଜି ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ମୁକାବିଲା ଆଫଗାନିସ୍ତାନ ସହ ହେବ। ଏହି ମ୍ୟାଚ୍‌କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଥିବା ବେଳେ ଅନ୍ୟପକ୍ଷରେ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି ଆଫଗାନିସ୍ତାନ। ତେବେ ଦେଖିବାକୁ ରହିଲା ଆଜିର ମ୍ୟାଚରେ କେଉଁ ମ୍ୟାଚ ବାଜି ମାରୁଛି।  

Continue Readingଆଜି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ