କୋର୍ଟରୁ ମିଳିଲାନି ଆଶ୍ୱସ୍ତି: ଆସନ୍ତାକାଲି ତିହାର ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି। ଏହି ଜାମିନ୍ ତାରିଖକୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆହୁରି ସପ୍ତାହେ ବଢାଇବାକୁ କେଜ୍ରିୱାଲ ଅପିଲ କରିଥିଲେ ବି ଏହାକୁ କୋର୍ଟ ଏବେ ଶୁଶାଣି କରିବାକୁ ଅଗ୍ରାହ୍ୟ କରିଛନ୍ତି।

Continue Readingକୋର୍ଟରୁ ମିଳିଲାନି ଆଶ୍ୱସ୍ତି: ଆସନ୍ତାକାଲି ତିହାର ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ।

Continue Readingବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର

ରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣା: ଦୁଇ ମହଲା କୋଠା ଭୁଶୁଡ଼ି ୨ ଶ୍ରମିକ ମୃତ ଜଣେ ଗୁରୁତର  

ଲ୍ଲୀରେ ବଡ଼ ଦୁର୍ଘଟଣା । କବିର ନଗରରେ ଏକ ଦୁଇ ମହଲା ବିଶିଷ୍ଟ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Continue Readingରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣା: ଦୁଇ ମହଲା କୋଠା ଭୁଶୁଡ଼ି ୨ ଶ୍ରମିକ ମୃତ ଜଣେ ଗୁରୁତର  

ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ, ଉପସ୍ଥିତ ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ 

ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଆଜିର ବୈଠକରେ ଓଡ଼ିଶା, ଉତ୍ତରପ୍ରଦେଶ, ପଶ୍ଚିମବଂଗ ଲୋକସଭା ଆସନ ନେଇ ଆଲୋଚନା ହେବ । ଏହା ସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

Continue Readingଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ, ଉପସ୍ଥିତ ରହିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ 

ସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ପରେ ନୂଆ ଦଳ ଗଢ଼ିଲେ ସ୍ୱାମୀପ୍ରସାଦ ମୌର୍ଯ୍ୟ

ବହୁବର୍ଷ ଧରି ବହୁଜନସମାଜବାଦୀ ପାର୍ଟି ପରେ ବରିଷ୍ଠ ନେତା ସ୍ୱାମୀପ୍ରସାଦ ମୌର୍ଯ୍ୟ ନୂଆଦଳ ଗଠନ କରିଛନ୍ତି । ନୂଆଦଳର ନାମ ‘ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି’ ରଖିଛନ୍ତି । ଏହାସହ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆଗାମୀ ଲୋକସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

Continue Readingସମାଜବାଦୀ ପାର୍ଟିରୁ ଇସ୍ତଫା ଦେବା ପରେ ନୂଆ ଦଳ ଗଢ଼ିଲେ ସ୍ୱାମୀପ୍ରସାଦ ମୌର୍ଯ୍ୟ

ଆଜିଠୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ

ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ। ସୂଚନାଯୋଗ୍ୟ କୃଷକମାନେ ‘ଦିଲ୍ଲୀ ଚଲୋ’ ଆନ୍ଦେଳନ ଜାରି ରଖିଥିବା ବେଳେ ପଞ୍ଜାବ-ହରିଅ‌ାଣା ସୀମାରେ ଗଣ୍ଡଗୋଳ ଉପୁଜିଛି।

Continue Readingଆଜିଠୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ

କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ସାମିଲ ହେଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ 

କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପତାକା ଉତ୍ତୋଳନ ସମୟରେ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଉପସ୍ଥିତ ଥିଲେ ।

Continue Readingକର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ସାମିଲ ହେଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ 

ଦିଲ୍ଲୀର ପିତମପୁରା ଅଞ୍ଚଳରେ ଅଗ୍ନିକାଣ୍ଡ, ୫ ମୃତ 

ଦିଲ୍ଲୀର ପିତମପୁରା ଅଞ୍ଚଳରେ ଏକ ଘରେ ନିଆଁ ଲାଗି ବଡ଼ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୋଲିସ ସୂଚନାନୁସାରେ, ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ 2 ଜଣ ପୁରୁଷ ଏବଂ 3 ଜଣ ମହିଳା…

Continue Readingଦିଲ୍ଲୀର ପିତମପୁରା ଅଞ୍ଚଳରେ ଅଗ୍ନିକାଣ୍ଡ, ୫ ମୃତ 

ଆସନ୍ତା କାଲି ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ 

ତିନୋଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଦଳକୁ ସଫଳତା ମିଳିବା ପରେ ଏବେ ଦଳର ନଜର ପଡ଼ିଛି ପୂର୍ବାଂଚଳ ରାଜ୍ୟ ଓଡିଶା ଉପରେ | ସୂଚନାଯୋଗ୍ୟ ଓଡ଼ିଶାରେ ବିଜୁ ଜନତା ଦଳ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ଦଳକୁ ଶାସନ ଗାଦିରୁ ହଟାଇବା ପାଇଁ ବିଜେପି ନିଜର ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି |

Continue Readingଆସନ୍ତା କାଲି ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ 

ସଂସଦରେ ଆକ୍ରମଣ ଘଟଣାରେ ମାଷ୍ଟର ମାଇଣ୍ଡ ଲଳିତ ଝା ଗିରଫ

ସଂସଦରେ ଆକ୍ରମଣ ଘଟଣାରେ ମାଷ୍ଟର ମାଇଣ୍ଡ ଗିରଫ। ମାଷ୍ଟର ମାଇଣ୍ଡ ଲଳିତ ଝାକୁ ଗରିଫ କରିଛି ଦିଲ୍ଲୀ ପୋଲିସ । ମାଷ୍ଟରମାଇଣ୍ଡ ଲଳିତ ଝା ଦିଲ୍ଲୀର ଏକ ଥାନାରେ ଆତ୍ମସମର୍ପଣ କରିଛି ।

Continue Readingସଂସଦରେ ଆକ୍ରମଣ ଘଟଣାରେ ମାଷ୍ଟର ମାଇଣ୍ଡ ଲଳିତ ଝା ଗିରଫ