ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ

  • Post category:ଅପରାଧ
  • Reading time:1 mins read

ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଜି ଏକ ଆଶ୍ଚର୍ଯ୍ୟଚନିକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଜଣେ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ଏକ ନାବାଳକର ମୃତ୍ୟୁ ହୋଇଛି। ମନୋଜ ପାଲଟସିଂଙ୍କ ପୁଅ ଶୁଭମ ପାଲଟସିଂ ଘରେ ପଢୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଘର ଭିତରେ ପଶି ଏକ ଛୁରୀରେ ଶୁଭମଙ୍କ ପେଟ, ବେକ ଓ ଛାତିକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ପରିବାର ଲୋକେ ନାବାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। 

Continue Readingଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ