ଘରକୁ ସୁଖ, ସମୃଦ୍ଧି ଫେରାଇ ଆଣିବାକୁ ଧନତେରସରେ କିଣନ୍ତୁ ଏହି ସବୁ ଜିନିଷ… 

 ଚଳିତ ବର୍ଷ ନଭେମ୍ବର ୧୧ ତାରିଖରେ ଧନତେରସ ପଡୁଛି। ଏହି ଦିନ ଧନର ଦେବତା କୁବେର ଓ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହି ଅବସରରେ କୁବେରଙ୍କୁ ଖୁସି କରିବା ପାଇଁ ଲୋକେ ଧନତେରସରେ ଅନେକ ପ୍ରକାର ଜିନିଷ କିଣାକିଣି କରିଥାନ୍ତି। ଲୋକେ କିଣାକିଣିରେ ସୁନା, ରୂପା ଅଳଙ୍କାରରୁ ଆରମ୍ଭ କରି ଘରର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ଏପରିକି ଝାଡୁ ମଧ୍ୟ କ୍ରୟ କରିଥାନ୍ତି। ଝାଡୁ, ବାସନ କୁସନ, ସ୍ୱର୍ଣ୍ଣାଳଙ୍କାର ବ୍ୟତୀତ ଏପରି ଅନେକ ଜିନିଷ ଅଛି ଯାହାକୁ ଆମେ ଧନତେରଶରେ କିଣିଲେ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଧନତେରସରେ କ’ଣ କିଣିଲେ ଘର ପାଇଁ ସୁଖ ଓ ସମୃଦ୍ଧି ଆସିବ?

Continue Readingଘରକୁ ସୁଖ, ସମୃଦ୍ଧି ଫେରାଇ ଆଣିବାକୁ ଧନତେରସରେ କିଣନ୍ତୁ ଏହି ସବୁ ଜିନିଷ…