ଆଜିଠୁ ଆରମ୍ଭ ହୋଇଛି MRFT-2023 ପାଇଁ ଆବେଦନ 

  • Post category:ଓଡିଶା
  • Reading time:1 mins read

ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫୋଲୋସିପ୍‌ ଟେଷ୍ଟ (ଏମ୍‌ଆର୍‌ଏଫ୍‌ଟି-୨୦୨୩) ପାଇଁ ଅନ୍‌ଲାଇନ୍‌ ଆବେଦନ । ଏହି ଆବେଦନ ଆଜିଠୁ ଆରମ୍ଭ ହୋଇ ଚଳିତମାସ ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ।

Continue Readingଆଜିଠୁ ଆରମ୍ଭ ହୋଇଛି MRFT-2023 ପାଇଁ ଆବେଦନ 

ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ ପାଇଁ ପଞ୍ଜୀକରଣ

  • Post category:ଓଡିଶା
  • Reading time:1 mins read

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ www.oav.edu.in‌ ରେ ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୨୦ ତାରିଖକୁ ଧାର୍ଯ୍ୟ ହୋଇଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପଲବ୍ଧ ଥିବା ସମସ୍ତ ସିଟ୍‌ ମଧ୍ୟରୁ ୫୦ପ୍ରତିଶତ ସିଟ୍‌ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିଛି। 

Continue Readingଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ ପାଇଁ ପଞ୍ଜୀକରଣ