ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ। ଗତ କିଛି ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Continue Readingପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ଆରପାରିରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ

  • Post category:ଓଡିଶା
  • Reading time:1 mins read

ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ୧୨ଟା ୪୪ ମିନିଟ୍ ରେ ତାଙ୍କର ପରଲୋକ ହୋଇଛି ।

Continue Readingଆରପାରିରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ

୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନ

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ଦେହାନ୍ତ ହୋଇଛି। ପ୍ରୋଷ୍ଟେଟ କ୍ୟାନସର ରୋଗରେ ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ। ସେ ୫୫ ବର୍ଷ ବୟସରେ କୋଲକାତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Continue Reading୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରସିଦ ଖାନ

CID ଅଭିନେତା ଫ୍ରେଡେରିକ୍ସଙ୍କ ୫୭ବର୍ଷରେ ପରଲୋକ

ସୋନୀ ଟିଭିର ଧାରାବାହିକ CIDରେ ଫ୍ରେଡେରିକ୍ସଙ୍କ ଭୂମିକା ପାଇଁ ପ୍ରସିଦ୍ଧ ଦୀନେଶ ଫଡନିସଙ୍କର 57 ବର୍ଷ ବୟସରେ ଦେହାନ୍ତ ହୋଇଛି।

Continue ReadingCID ଅଭିନେତା ଫ୍ରେଡେରିକ୍ସଙ୍କ ୫୭ବର୍ଷରେ ପରଲୋକ

ବଲିଉଡ୍‌ର ବର୍ଷିୟାନ୍‌ ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ 

ବଲିଉଡ୍‌ର ବର୍ଷିୟାନ୍‌ ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ମୃତ୍ୟୁ ହୋଇଛି। ଅଭିନେତା ଅରମାନ କୋହଲିଙ୍କ ପିତା ରାଜକୁମାରଙ୍କ ମୃତଦେହ ତାଙ୍କ ବାଥରୁମରୁ ମିଳିଛି ।

Continue Readingବଲିଉଡ୍‌ର ବର୍ଷିୟାନ୍‌ ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ