ଆଜି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

  • Post category:କ୍ରୀଡା
  • Reading time:1 mins read

କ୍ରିକେଟ୍‌ ଦିନିକିଆ ବିଶ୍ୱକପ୍‌ରେ ଆଜି ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ମୁକାବିଲା ଆଫଗାନିସ୍ତାନ ସହ ହେବ। ଏହି ମ୍ୟାଚ୍‌କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଥିବା ବେଳେ ଅନ୍ୟପକ୍ଷରେ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି ଆଫଗାନିସ୍ତାନ। ତେବେ ଦେଖିବାକୁ ରହିଲା ଆଜିର ମ୍ୟାଚରେ କେଉଁ ମ୍ୟାଚ ବାଜି ମାରୁଛି।  

Continue Readingଆଜି ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

ଜାଣନ୍ତୁ, ରାଜଧାନୀରେ ଆଜି କେତେ ରହିଛି ସୁନା ଦର?

ଆଜି ଭାରତୀୟ ବଜାରରେ କମିଥିବା ବେଳେ କେତକ ସହରରେ ସାମାନ୍ୟ ବଢିଛି ସୁନା ଦର। ତେବେ କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦର। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ଆଜି ୫୬, ୫୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୧,୬୪୦ ଟଙ୍କା ହୋଇଛି।

Continue Readingଜାଣନ୍ତୁ, ରାଜଧାନୀରେ ଆଜି କେତେ ରହିଛି ସୁନା ଦର?